ଲୁଚିକାଳି ଖେଳିବା Luchi-kāḻi kheḻibā

  • ଦେ. କ୍ରି — ଲୁଚକାଳୀ କ୍ରୀଡ଼ା କରିବା — To play the game of hide and seek
  • ଦେ. କ୍ରି — ଜଣକୁ ଦେଖା ଦେଇ ଲୁଚିଯିବା ପୁଣି ଦେଖାଦେଇ ଲୁଚିଯିବା, ଏହିପରି କ୍ରମାନ୍ୱୟରେ ଗୁପ୍ତ ହେବା ଓ ଦୃଶ୍ୟ ହେବା — To alternately hide oneself from another's view and then appear to him