ଲୁଚି ଯିବା Luchi j̄ibā

  • ଦେ. କ୍ରି — ପ୍ରଥମେ ଦେଖା ଦେଇ ପରେ ଦୃଷ୍ଟି ପଥରୁ ଅନ୍ତର ହେବା — To hide oneself or to disappear after once being seen
  • ଦେ. କ୍ରି — (ଉ—ଥରେ ଥରେ ଦେଖା ଦେଇଣ ଲୁଚି ଯିବୁ। କୃଷ୍ଣ— ସିଂହ, ମହାଭାରତ, ବନ।)
  • ଦେ. କ୍ରି — ସମ୍ପୂର୍ଣ୍ଣରୂପେ ଅଦୃଶ୍ୟ ହେବା — To be completely hidden from view
  • ଦେ. କ୍ରି — ଲୁଛିବା (ଦେଖ) — Luchhibā (See)