ଲୁଚି ଛାଣିବା Luchi chhāṇibā

  • ଦେ. କ୍ରି — ବେଲା ହୋଇଥିବା ଲୁଚିକୁ ନିଆଁ ଉପରେ ଫୁଟୁଥିବା ଘିଅରେ ପକାଇ ସିଦ୍ଧ ହେବା ପରେ ତାହା ଉଠାଇ ଆଣିବା — To roast luchi
  • ଦେ. କ୍ରି — [ଦ୍ର—କରେଇରେ ବେଶି ଘିଅ ଥାଇ ଲୁଚି ତହିଁରେ ଭାସିବା ପରି ହେଲେ ତାକୁ ଛାଙ୍କିବା ବା ଛାଣିବା କହନ୍ତି ଓ ଅଳ୍ପ ଘିଅ ଥିଲେ ତାକୁ ଭାଜିବା କହନ୍ତି।]