ଲୁଚାକୁଚା Luchākuchā

  • ଦେ. ବିଣ (ସଂ. ଲୁଞ୍ଚିତ କୁଞ୍ଚିତ) — ସଂକୁଚିତ — Contracted and curled
  • ଦେ. ବିଣ (ସଂ. ଲୁଞ୍ଚିତ କୁଞ୍ଚିତ) — ଗୋଡ଼ ହାତ ସଙ୍କୁଚିତ କରିଥିବା; ପିଣ୍ଡୀକୃତଶରୀର — With the hands and legs contracted or drawn together
  • ଦେ. ବିଣ (ସଂ. ଲୁଞ୍ଚିତ କୁଞ୍ଚିତ) — ଯାହାର ସମସ୍ତ ଅବୟବ ସଂକୁଚିତ ହୋଇଥାଏ — Curled and contracted
  • ଦେ. ବିଣ (ସଂ. ଲୁଞ୍ଚିତ କୁଞ୍ଚିତ) — (ଯଥା—ମୁଁ ଏକସ୍ଥାନରେ 4 ଘଣ୍ଟା ବସିଯିବାରୁ ମୋ ଗୋଡ଼ ହାତ ଲୁଚାକୁଚା ହୋଇ ଗଲାଣି; ଜରି ଲୁଗା ପୁରୁଣା ହୋଇଗଲେ ଲୁଚାକୁଚା ହୋଇ ଯାଏ।) — (ଯଥା—ମୁଁ ଏକସ୍ଥାନରେ4ଘଣ୍ଟା ବସିଯିବାରୁ ମୋ ଗୋଡ଼ ହାତ ଲୁଚାକୁଚା ହୋଇ ଗଲାଣି; ଜରି ଲୁଗା ପୁରୁଣା ହୋଇଗଲେ ଲୁଚାକୁଚା ହୋଇ ଯାଏ)