ଲୁଚାଏ Luchāe

  • ଦେ. ବି. ଓ ବିଣ — (ଅନାଦରାର୍ଥକ) ଗୁଡ଼ାଏ — Many a
  • ଦେ. ବି. ଓ ବିଣ — [ଦ୍ର— ଯେଉଁପରି ଗୁଡ଼ାଏ ଓ ଗୁଡ଼ାକର ଆଦରାର୍ଥକ ଆକାର ଗୁଡ଼ିଏ ଓ ଗୁଡ଼ିକ, ସେହିପରି ଲୁଚାଏ ଓ ଲୁଚାକର ଆଦରାର୍ଥକ ଆକାର ଲୁଚିଏ ଓ ଲୁଚିକ।]