ଲୁଙ୍ଗୁଡ଼େଇବା Luṅguṟḍ̠eibā

  • ଦେ. କ୍ରି — ସୁବିଧା ପାଇଲେ ସାମାନ୍ୟ ଦ୍ରବ୍ୟ ଚୋରି କରି ନେବା ଉଦ୍ଦେଶ୍ୟରେ କୌଣସି ସ୍ଥାନରେ ବୁଲିବା — To loiter at a place seeking for an opportunity to pilfer
  • ଦେ. କ୍ରି — ଲାଙ୍ଗଡ଼ ପାଙ୍ଗଡ଼ ହେବା (ଦେଖ) — Lāṅgaṟḍ̠a pāngaṟḍ̠a hebā (See)