ଲୁଙ୍ଗୁଡ଼ା Luṅguṟḍ̠ā

  • ଦେ. ବିଣ — ଯେ ସାମାନ୍ୟ ବସ୍ତୁ ଚୋରି କରେ — Pilfering; pilfery
  • ଦେ. ବିଣ — ଦୁଷ୍ଟ — Wicked; wanton
  • ଦେ. ବିଣ — ଲମ୍ପଟ — Adulterous
  • ଦେ. ବିଣ — ନୀଚମନାଃ — Mean-minded