ଲୁଙ୍ଗୁରା Luṅgurā

  • ଦେ. ବିଣ (ସଂ. ନ୍ୟକ୍, ନ୍ୟକ୍କାର=ଘୃଣା) — ମଇଳା; ଅପରିଷ୍କୃତ (ସ୍ଥାନ) — Unclean (place.)
  • ଦେ. ବିଣ (ସଂ. ନ୍ୟକ୍, ନ୍ୟକ୍କାର=ଘୃଣା) — ଅପରିଷ୍କୃତ ଅପରିଚ୍ଛନ୍ନ (ପୁରୁଷ) — Unclean; untidy (person)
  • ଦେ. ବିଣ (ସଂ. ନ୍ୟକ୍, ନ୍ୟକ୍କାର=ଘୃଣା) — ଯାହାର ଘର ଓ ଦେହ ଆଦି ମଇଳା କରିବାର ଅଭ୍ୟାସ — Of unclean habit
  • ଦେ. ବିଣ (ସଂ. ନ୍ୟକ୍, ନ୍ୟକ୍କାର=ଘୃଣା) — ଲୁଙ୍ଗୁଡ଼ା (ଦେଖ) — Luṅguṟḍ̠ā (See)