ଲୁଗାରେ ହଗି ପକାଇବା Lugāre hagi pakāibā

  • ଦେ. କ୍ରି — (ଲକ୍ଷଣାର୍ଥ) ଅତି ଭୟତ୍ରସ୍ତ ହେବା — (figurative) To be terrified; to be so terrified as to sit on the cloth
  • ଦେ. କ୍ରି — [ଦ୍ର—ଲୋକେ ଅତି ତ୍ରସ୍ତ ଭୀତ ହେଲେ ବା ଖୁବ୍ ମାଡ଼ ଖାଇଲେ ବା ରୋଗାଦିରେ ବିବଶ ହୋଇ ପଡ଼ିଲେ ଅନିଚ୍ଛା ସତ୍ୱେ ଲୁଗାରେ ହଗି ମୁତି ପକାଇବା ଦେଖାଯାଏ।]