ଲୁଗା ମୁହଁ Lugā muhañ

  • ଦେ. ବି — ବସ୍ତ୍ରର ଏକ ପ୍ରାନ୍ତର ସମସ୍ତ ପରିସର — The whole breadth of the end of a cloth
  • ଦେ. ବି — [ଦ୍ର—ପୁରୁଷ ପରିଧେୟ ବସ୍ତ୍ରର ମୁହଁରେ ଥିବା ରଙ୍ଗୀନ ଅଂଶ ଅଳ୍ପ ଚଉଡ଼ା ଥାଏ, କିନ୍ତୁ ଶାଢ଼ୀର ମୁହଁ ବେଶି ଚଉଡ଼ା ଥାଏ। ଚଉଡ଼ାର ମୁହଁକୁ ମୁହୁଣ୍ଡା ବୋଲାଯାଏ।]