ଲୁଗା ବୁଣେଇବା Lugā buṇeibā

  • ଦେ. କ୍ରି — (ଲୁଗା ବୁଣିବା କ୍ରିୟାର ଣିଜନ୍ତରୂପ) — Causative of Lugā buṇibā)
  • ଦେ. କ୍ରି — ଅନ୍ୟଦ୍ୱାରା ବସ୍ତ୍ର ବୟନ କରାଇବା — To cause a cloth to be woven