ଲୁଗା ପାଲିଟିବା Lugā pāliṭibā

  • ଦେ. କ୍ରି — ବସ୍ତ୍ରାନ୍ତର ପରିଧାନ କରିବାପାଇଁ ପରିହିତ ବସ୍ତ୍ର ତ୍ୟାଗ କରିବା — To change one's cloth for wearing another