ଲୁଗା ପାଇବା Lugā pāibā
- ଦେ. ବି — (ଲୁଗା) ପିନ୍ଧିବାପାଇଁ ଯଥେଷ୍ଟ ଲମ୍ବା ଓ ଚଉଡ଼ା ହେବା — (a cloth) Being of sufficient length or breadth for man's wear
- ଦେ. ବି — [ଯଥା—ଏ ଲୁଗା ମତେ ପାଇଲା ନାହିଁ।]
- ଦେ.କ୍ରି — ପିନ୍ଧିବା ପାଇଁ ନୂତନ ବସ୍ତ୍ର ପ୍ରାପ୍ତ ହେବା — To get a piece of new cloth (as gift, present or by purchase.)