ଲୁଗା ଗଣ୍ଡିରା Lugā gaṇḍirā
- ଦେ. ବି — ଅନେକଗୁଡ଼ିଏ ଲୁଗା ଏକତ୍ର ହୋଇ ବନ୍ଧାଯାଇ ଥିବା ବଡ଼ ଗଣ୍ଠିରି — A large packet of clothes
- ଦେ. ବି — [ଦ୍ର—ଗଣ୍ଠିରା ବା ଗଣ୍ଡିରା, ଗଣ୍ଠିରି ଅପେକ୍ଷା ବଡ଼ ଓ ଗାଣ୍ଠି ଅପେକ୍ଷା ଛୋଟ। ଗଣ୍ଠିରି ଅପେକ୍ଷା ବୋକଚା ଛୋଟ। ବୋକଚା ଅପେକ୍ଷା ବୁଜୁଳା ଛୋଟ। ବୁଜୁଳା ଅପେକ୍ଷା ବୁଜୁଳି ଛୋଟ। ବୁଜୁଳା ଅପେକ୍ଷା ପୁଡ଼ା ଛୋଟ। ପୁଡ଼ା ଅପେକ୍ଷା ପୋଟଳା ବା ପୁଟୁଳା ଛୋଟ। ପୁଟୁଳା ଅପେକ୍ଷା ପୁଟୁଳି ଛୋଟ।]