ଲୁଗା କୁଞ୍ଚିବା Lugā kun̄chibā

  • ଦେ. କ୍ରି (ସଂ. କୁଞ୍ଚ୍ ଧାତୁ) — ପରିଧେୟ ବସ୍ତ୍ରକୁ ଅଙ୍ଗୁଳି ଦ୍ୱାରା କୁଞ୍ଚିତ କରିବା — To twist cloth into curls and small folds