ଲୁଗା କୁଞ୍ଚା Lugā kuṅchā
- ଦେ. ବି. (ସଂ. କୁଞ୍ଚନ) — ପିନ୍ଧିବା ସମୟରେ ସୁନ୍ଦର ଓ ସଜ୍ଜିତ ଦେଖାଯିବା ଉଦ୍ଦେଶ୍ୟରେ ପିନ୍ଧାଯିବା ଲୁଗାକୁ ନାନାପ୍ରକାର କୌଶଳପୂର୍ବକ କୁଞ୍ଚିତ କରିବା କ୍ରିୟା — The act of curling and twisting the cloth into various artistic folds, so that it will look nice when worn
- ଦେ. ବି. (ସଂ. କୁଞ୍ଚନ) — [ଦ୍ର—ଆମ ଦେଶରେ ଲୁଗାକୁ ନାନାପ୍ରକାରରେ କୁଞ୍ଚିବାର ପ୍ରଣାଳୀ ଅଛି ଯଥା—ସରୁକୁଞ୍ଚା, ଗିଲକୁଞ୍ଚା ଓ ପାଞ୍ଚଆଙ୍ଗୁଠିଆ କୁଞ୍ଚା ଇତ୍ୟାଦି।]