ଲୁଗା କାନି Lugā kāni

  • ଦେ. ବି — ବସ୍ତ୍ରାଞ୍ଚଳ; ବସ୍ତ୍ରର ଏକପ୍ରାନ୍ତସ୍ଥ କୋଣ — One of the corners of a cloth
  • ଦେ. ବି — [ଦ୍ର—
  • ଦେ. ବି — ପିନ୍ଧା ଲୁଗାର ସାମନା ପାଖ କାନିକୁ କୁଞ୍ଚକାନି ବା ଫେରକାନି ଓ ପଛପାଖ କାନିକୁ କଛାକାନି ବୋଲାଯାଏ।]