ଲୁଗା କାଚିବା Lugā kāchibā

  • ଦେ. କ୍ରି — ମଇଳା ଲୁଗାକୁ ସଫା କରିବା ପାଇଁ ଖାର ଓ ସାବୁନ ଆଦି ଦେଇ ପାଣିରେ ବତୁରାଇ କାଠ ବା ପଥର ଉପରେ ବାରଂବାର ବାଡ଼େଇବା — To beat a soiled cloth on stone or wood after drenching it with soap etc