ଲୁଗା ଅଣ୍ଟି Lugā aṇṭi
- ଦେ. ବି — ପିନ୍ଧିଥିବା ଲୁଗାର କୁଞ୍ଚରେ ଥିବା ଅଂଶକୁ ଗୋଟା ଗୋଟି କରି ତହିଁ ମଧ୍ୟରେ କିଛି ପଦାର୍ଥ ରଖିବା ପାଇଁ କରାଯିବା ଥଳି — A bag or pouch formed by tucking up the front portion of the loin cloth (which a man wears and which hangs down in front), so that it might contain something in it