ଲୁକେଇବା Lukeibā
- ପ୍ରାଦେ. (ବାଲେଶ୍ୱର ଉତ୍ତରାଞ୍ଚଳ ଓ ଜୟପୁର)— କ୍ରି. (ସଂ. ଲୁକ୍ ଧାତୁ; ତୁଳ ବଂ. ଲୁକାନ) — ଲୁଚାଇବା; ଗୋପନ କରିବା — To hide; to conceal
- ପ୍ରାଦେ. (ବାଲେଶ୍ୱର ଉତ୍ତରାଞ୍ଚଳ ଓ ଜୟପୁର)— କ୍ରି. (ସଂ. ଲୁକ୍ ଧାତୁ; ତୁଳ ବଂ. ଲୁକାନ) — [ଉ—କଷ୍ଟେ ସେ ସବୁ ଲୁକାଇ ସେ ସ୍ଥାନେ ନ ରହି, ଯାଇଁ ସହୀଙ୍କ ମଧ୍ୟେ ବସିଲା ଚାନ୍ଦମୁହୀଁ। ତୁଳସୀ. ବିକ୍ରମ ରାମାୟଣ।