ଲୀଳା ଯାତ୍ରା Līḻā j̄ātrā

  • ଦେ. ବି (ସଂ. ଲୀଳା+ଯାତ୍ରା) — ମହାଭାରତ, ରାମାୟଣ, ଭାଗବତଆଦିର ଆଖ୍ଯାୟିକା ଅବଲମ୍ବନରେ କରାଯିବା ନାଟ ଓ ସୁଆଙ୍ଗ — Acting and dancing made on the basis of some of the episodes of the sacred lores (just like the passion plays of the middle ages in Europe.)