ଲୀଳା ଖେଳା Līḻā kheḻā

  • ଦେ. ବି—(ଏକାର୍ଥକ ସହଚର ଶବ୍ଦ) — ଲୀଳା ଓ କ୍ରୀଡ଼ା; ଆମୋଦ ପ୍ରମୋଦ — Various sports and pastimes; amusements
  • ଦେ. ବି—(ଏକାର୍ଥକ ସହଚର ଶବ୍ଦ) — ଜୀବନଯାତ୍ରା; ଇହଲୀଳା — The doings of a person from birth till death; earthly existence
  • ଦେ. ବି—(ଏକାର୍ଥକ ସହଚର ଶବ୍ଦ) — [ଉ—ସଂସାର ଲୀଳା— ଖେଳା ସରିଲା ଆମ୍ଭର। ରାଧାନାଥ. ମହାଯାତ୍ରା।]