ଲୀଳା କମଳ Līḻā kamaḻa

  • ସଂ. ବି.—(ମ. ପ. ଲୋ) — ଯେଉଁ ପଦ୍ମଫୁଲକୁ ଧରି ଓ ହାତରେ ହଲାଇ ଲୋକେ କ୍ରୀଡ଼ା କରନ୍ତି — A toy lotus; a lotus held for sport
  • ସଂ. ବି.—(ମ. ପ. ଲୋ) — [ଉ—କରେ ଶୋଭଇ ଯହିଁ ଲୀଳାକମଳ। ରାଧାନାଥ. ମେଘଦୂତ]