ଲିପିକର ପ୍ରମାଦ Lipikara pramāda

  • ସଂ. ବି — ଲେଖିବା ଲୋକର ଲେଖିବା ବେଳେ ହେବା ଭୁଲ; ଲେଖକର ଲିଖନକାଳୀନ ଭ୍ରମ — Mistake or slip of the pen committed by a writer or copyist
  • ଦେ. ବି. — ଛାପାଖାନାରେ ଅକ୍ଷର ଯୋଡ଼ିବାବାଲାର ଦୋଷ ବା ଭ୍ରମ — Printer's mistake; printing mistake