ଲିପା ମୁରୁଜ Lipā muruja

  • ଦେ. ବି. (ସହଚର) — ଘରର ତଳକୁ ଲିପିବା ଏବଂ ଲିପିବା ପରେ ଲିପା ଜାଗାରେ ମୁରୁଜ ବା ଚୂନାଦ୍ୱାରା ଚିତ୍ର ଅଙ୍କନ କରିବା — Cleansing or smearing a floor and drawing figures with powder over it