ଲିପା ପୋଛା Lipā pochhā

  • ଦେ. ବି (ସହଚର) — ଗୃହ ଆଦିକୁ ମାର୍ଜନ କରି ଓ ଓଳାଇ କାନ୍ଥ ଆଦିରେ ମାଟି ବା ଗୋବର ଆଦି ଲେପିବା — Cleansing and smearing the house with water etc
  • ଦେ. ବି (ସହଚର) — [ଉ—ଲିପାପୋଛା କରି କେହୁ କୋଠା ଖରକୁଛି। ପ୍ରାଚୀ. ବ୍ରହ୍ମନିରୂପଣଗୀତା।]
  • ଦେ. ବିଣ — ମାଜତ ଓ ଲେପିତ (ଗୃହାଦି) — Cleansed and smeared