ଲିପା ଝୋଟି Lipā jhoṭi

  • ଦେ. ବି. (ସହଚର) (ସଂ. ଆଲେପନା) — ଘରର କାନ୍ଥ ଆଦିକୁ ଲିପିବା ଓ ଲିପିବାସ୍ଥାନରେ ପିଠଉରେ ବା ଚୂନରେ ଚିତ୍ର କରିବା — Smearing of the walls and painting them with a white liquid