ଲିଟରେଟ୍ କନିଷ୍ଟବଲ୍ Liṭareṭ kani shṭabal

  • ବୈଦେ. ବି (ଇଂ. ଲିଟରେଟ୍ କନ୍ଷ୍ଟେବଲ୍) — ଲେଖାପଢ଼ା ଜାଣିଥିବା ପୁଲିସ କନ୍ଷ୍ଟେବଲ୍; ରାଇଟର୍ କନଷ୍ଟେବଲ୍ — A literate constable of the Indian Police Force
  • ବୈଦେ. ବି (ଇଂ. ଲିଟରେଟ୍ କନ୍ଷ୍ଟେବଲ୍) — [ଦ୍ର—ଏମାନେ ସାଧାରଣ କନ୍ଷ୍ଟେବଲଙ୍କ ଅପେକ୍ଷା ବେଶୀ ଦରମା ପାଆନ୍ତି ଓ ଥାନାରେ ଡାଇରି ଆଦି ଲେଖା ପଢ଼ା କରନ୍ତି।]