ଲିଞ୍ଚିଙ୍ଗ୍ Lin̄chiṅg

  • ବୈଦେ. ବି. (ଇଂ. ଲିଞ୍ଚିଙ୍ଗ୍) — ସମାଜ ବିରୁଦ୍ଧରେ ଘୃଣ୍ୟ ଅପରାଧ କରିଥିବା ବ୍ଯକ୍ତିର ଅପରାଧ ଅଦାଲତରେ ବିଚାର କରା ନ ଯାଇ, ଅପରାଧିକୁ ସର୍ବସାଧାରଣ ଲୋକେ ଧରି ନେଇ ପାଣିରେ ବୁଡ଼ାଇବା, ମାଡ଼ ମାରିବା, ହତ୍ୟା କରିବା ଆଦି ଦ୍ୱାରା ଦଣ୍ଡ ହେବା ରୂପ ଜଘନ୍ୟ ବର୍ବର ପ୍ରଥା — The practice of lynching or inflicting punishment on an offender by an infuriated mob
  • ବୈଦେ. ବି. (ଇଂ. ଲିଞ୍ଚିଙ୍ଗ୍) — [ଦ୍ର—ଦେଶର ଶାସନ ହୀନବଳ ହେଲେ ଏହିପରି ବିଭ୍ରାଟ ଘଟିଥାଏ। ଆମେରିକା- ବାସୀ ଶ୍ୱେତାଙ୍ଗମାନେ ସ୍ଥାନେ ସ୍ଥାନେ ଅପରାଧୀ ନିଗ୍ରୋ— ମାନଙ୍କୁ ଏହିପରି ଦଣ୍ଡ ଦେଉଥିବା ଶୁଣାଯାଏ।]