ଲିଙ୍ଗିକା Liṅgikā
- ସଂ. ବି (ଲିଙ୍ଗ+କ+ସ୍ତ୍ରୀ. ଆ; ଲିଙ୍ଗିନ୍+ଈ) — (ବୈଦ୍ଯକ) ଶିବଲିଙ୍ଗୀଲତା — A creeper
- ସଂ. ବି (ଲିଙ୍ଗ+କ+ସ୍ତ୍ରୀ. ଆ; ଲିଙ୍ଗିନ୍+ଈ) — [ଦ୍ର—ଏହା ଓଡ଼ିଶା ଜଙ୍ଗଲରେ ଜନ୍ମେ। ଏଥିର ବୀଜ ଶିବଲିଙ୍ଗାକାର; କିନ୍ତୁ କ୍ଷୁଦ୍ର, କୃଷ୍ଣବର୍ଣ୍ଣ ଓ ଅଚିକ୍କଣ। ଏହା ଦୁର୍ଗନ୍ଧ- ନାଶକ, କଟୁରସ. ଉଷ୍ଣ- ବୀର୍ଯ୍ୟ, ରସାୟନ ଓ ସର୍ବସିଦ୍ଧିକାରକ ଅଟେ।]
- ସଂ. ବି (ଲିଙ୍ଗ+କ+ସ୍ତ୍ରୀ. ଆ; ଲିଙ୍ଗିନ୍+ଈ) — ଧର୍ମ- ଧ୍ୱଜିନୀ ସ୍ତ୍ରୀ — A hypocrite woman
- ସଂ. ବି (ଲିଙ୍ଗ+କ+ସ୍ତ୍ରୀ. ଆ; ଲିଙ୍ଗିନ୍+ଈ) — ହସ୍ତିନୀ — A female elephant
- ସଂ. ବିଣ. ସ୍ତ୍ରୀ — ଲିଙ୍ଗୀର ସ୍ତ୍ରୀ ଲିଙ୍ଗ — Feminine of Liṅgī