ଲିଙ୍ଗାର୍ଶଃ Liṅgārṡah

  • ସଂ. ବି ( 6 ଷ୍ଠୀ ତତ୍) — ଲିଙ୍ଗରୁ ରକ୍ତସ୍ରାବ ରୋଗ — Bloody discharge from the male organ
  • ସଂ. ବି ( 6 ଷ୍ଠୀ ତତ୍) — ଉପଦଂଶ ରୋଗ; ଗରମି ବେମାରି — Syphilis