ଲିଙ୍ଗ ବୃତ୍ତି Liṅga bṛutti

  • ସଂ. ବି (ବହୁବ୍ରୀହି; ଲିଙ୍ଗ=ବେଶ, ଚିହ୍ନ ଅଟେ ବୃତ୍ତି= ଜୀବିକା ଯାହାର) — ସନ୍ନ୍ୟାସୀ ବେଶଧାରୀ; କପଟ ସନ୍ନ୍ୟାସୀ; ଧର୍ମଧ୍ୱଜୀ — A hypocritical religious mendicant; a religious hypocrite
  • ସଂ. ବିଣ — କପଟବୃତ୍ତି — Hypocritical (See)