ଲିଙ୍ଗ ନାଶ Liṅga nāṡa

  • ସଂ. ବି (ବହୁବ୍ରୀହି; ଯହିଁରେ ବସ୍ତୁମାନଙ୍କ ଲିଙ୍ଗ ବା ଲକ୍ଷଣ ଜଣା ପଡ଼େ ନାହିଁ) — ଅନ୍ଧକାର (ହି. ଶ.) — Darkness
  • ସଂ. ବି (ବହୁବ୍ରୀହି; ଯହିଁରେ ବସ୍ତୁମାନଙ୍କ ଲିଙ୍ଗ ବା ଲକ୍ଷଣ ଜଣା ପଡ଼େ ନାହିଁ) — ଚକ୍ଷୁରୋଗ ବିଶେଷ (ହି. ଶ.); ନୀଳିକା — A kind of eye-disease; glaucoma
  • ସଂ. ବି (ବହୁବ୍ରୀହି; ଯହିଁରେ ବସ୍ତୁମାନଙ୍କ ଲିଙ୍ଗ ବା ଲକ୍ଷଣ ଜଣା ପଡ଼େ ନାହିଁ) — [ଦ୍ର—ଏ ରୋଗରେ ଆଖିକୁ କେତେବେଳେ ଅନ୍ଧାର, କେତେବେଳେ ନାଲି, କେତେବେଳେ ହଳଦିଆ ବର୍ଣ୍ଣ ଆଦି ଦେଖାଯାଏ। ସୁଶ୍ରୁତ ଅନୁସାରେ ଆଖିର 4 ର୍ଥ ପଟଳର ବିକାର ଯୋଗୁଁ ଏ ରୋଗ ଜନ୍ମେ। ବାତ ପିତ୍ତ କଫ ଭେଦରେ ଏ ରୋଗ 3 ପ୍ରକାର—(ହି. ଶ.)।] — [ଦ୍ର—ଏ ରୋଗରେ ଆଖିକୁ କେତେବେଳେ ଅନ୍ଧାର, କେତେବେଳେ ନାଲି, କେତେବେଳେ ହଳଦିଆ ବର୍ଣ୍ଣ ଆଦି ଦେଖାଯାଏ ସୁଶ୍ରୁତ ଅନୁସାରେ ଆଖିର4ର୍ଥ ପଟଳର ବିକାର ଯୋଗୁଁ ଏ ରୋଗ ଜନ୍ମେ ବାତ ପିତ୍ତ କଫ ଭେଦରେ ଏ ରୋଗ3ପ୍ରକାର—(ହି. ଶ.)]
  • ସଂ. ବି (ବହୁବ୍ରୀହି; ଯହିଁରେ ବସ୍ତୁମାନଙ୍କ ଲିଙ୍ଗ ବା ଲକ୍ଷଣ ଜଣା ପଡ଼େ ନାହିଁ) — ଶିଶ୍ନର ନାଶ — Loss of penis (Apte)