ଲିଙ୍ଗ ଚକ୍ର Liṅga chakra

  • ସଂ. ବି (ତନ୍ତ୍ର) — ତନ୍ତ୍ରସାଧନାର୍ଥ ଶରୀର ମଧ୍ୟରେ କଳ୍ପିତ ଛଅଟି ଚକ୍ର ମଧ୍ୟରୁ ଏକତମ — One of the 6 mystic circles inside the body on which the mind of a Tantric devotee has to be concentrated while engaged in Tantric exercise
  • ସଂ. ବି (ତନ୍ତ୍ର) — [ଦ୍ର—ଏଥିର ସ୍ଥାନ ଲିଙ୍ଗ— ମୂଳ।]