ଲିଖିତବ୍ୟ Likhitabya

  • ସଂ. ବିଣ (ଲିଖ୍ ଧାତୁ+କର୍ମ. ତବ୍ୟ) — ଲେଖାଯିବାର ଉପଯୁକ୍ତ — Fit to be written
  • ସଂ. ବିଣ (ଲିଖ୍ ଧାତୁ+କର୍ମ. ତବ୍ୟ) — ଯାହା ଲେଖା ଯିବ — To be written