ଲିଆଖିଆ ବେଲା Liākhiā belā
- ପ୍ରାଦେ. (ସମ୍ବଲପୁର) ବି — ସକାଳ 8 ଟା ବେଳ — ସକାଳ8ଟା ବେଳ— About 8 A. M
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ସମ୍ବଲପୁରରେ ମୂଲିଆମାନେ ସକାଳେ 6 ଟା ବେଳେ ହଳ ଆଦି କାମ କରିବାକୁ ଯାଆନ୍ତି ଏବଂ ଦୁଇ ଘଣ୍ଟା କାର୍ଯ୍ୟ କରିବା ପରେ କାର୍ଯ୍ୟକ୍ଷେତ୍ରରେ ବିଶ୍ରାମ କରି ଲିଆ ବା ମୁଢ଼ି ଆଦି ଜଳଯୋଗ କରିଥାଆନ୍ତି। ଏହି ପ୍ରଥା ଯୋଗୁଁ 'ଲିଆଖିଆ ବେଲା' ବ୍ଯବହାର ହୋଇଅଛି।] — [ଦ୍ର—ସମ୍ବଲପୁରରେ ମୂଲିଆମାନେ ସକାଳେ6ଟା ବେଳେ ହଳ ଆଦି କାମ କରିବାକୁ ଯାଆନ୍ତି ଏବଂ ଦୁଇ ଘଣ୍ଟା କାର୍ଯ୍ୟ କରିବା ପରେ କାର୍ଯ୍ୟକ୍ଷେତ୍ରରେ ବିଶ୍ରାମ କରି ଲିଆ ବା ମୁଢ଼ି ଆଦି ଜଳଯୋଗ କରିଥାଆନ୍ତି ଏହି ପ୍ରଥା ଯୋଗୁଁ 'ଲିଆଖିଆ ବେଲା' ବ୍ଯବହାର ହୋଇଅଛି]