ଲିଆ ଭାଜିବା Liā bhājibā

  • ଦେ. କ୍ରି — ଖଇ ଭାଜିବା; ଶସ୍ୟକୁ ଭାଜି ଲିଆରେ ପରିଣତ କରିବା — To fry grains into Liā
  • ଦେ. କ୍ରି — [ଦ୍ର—ଧାନ ଆଦିକୁ ଭାଜି 'ଲିଆ' କରାଯାଏ; ଲିଆ ଭଜାଯାଏ ନାହିଁ। କିନ୍ତୁ କଥାରେ କହନ୍ତି —ଲିଆ ଭାଜିବା, ମୁଢ଼ି ଭାଜିବା, ଇତ୍ୟାଦି। ସେହିପରି ଭାତ ରାନ୍ଧିବା।]