ଲିଆ ଧାନ Liā dhāna

  • ଦେ. ବି — ଯେଉଁ ଧାନକୁ ଭାଜିଲେ ଭଲ ଖଇ ଫୁଟେ — Species of paddy which produce good Liā when fried
  • ଦେ. ବି — [ଦ୍ର—ସବୁପ୍ରକାର ଧାନକୁ ଭାଜିଲେ ସୁନ୍ଦର ଖଇ ହୁଏ ନାହିଁ। କେତେକ ପ୍ରକାର ଧାନ ଭାଜିଲେ ତହିଁରୁ ବଡ଼ ବଡ଼ ଖଇ ହୁଏ।]