ଲିଆ ଦିଆ Liā diā

  • ପ୍ରାଦେ (କଟକ ସହର) ବି — ନିଆ ଦିଆ; ନେବା ଓ ଦେବା; ନେଣ ଦେଣ; ଆଦାନ ପ୍ରଦାନ — Taking and giving; mutual exchange
  • ଦେ. ବି — ଲୋକଙ୍କୁ ଖଇ ବାଣ୍ଟିବା — 2. Distribution of fried corn (to people.)