ଲିଆ ଖିଆ Liā khiā
- ଦେ. ବି — (ସଂ. ଲାଜା+ଖାଦ୍ ଧାତୁ)—ଲିଆ ଖାଇବା — Eating of fried corn
- ଦେ. ବି — (ନାମ) କୋଣାର୍କର ଅଦୂରରେ ସମୁଦ୍ରରେ ପଡ଼ିଥିବା କ୍ଷୁଦ୍ର ନଦୀ — A small river falling into the ocean near Konark in Puri district
- ଦେ. ବି — [ଦ୍ର—ପୁରୀଠାରୁ କୋଣାର୍କକୁ ଗଲେ ଏହି ନଦୀର ମୁହାଣ ନିକଟରେ ଏହାକୁ ପାରିହୋଇ ଯିବାକୁ ପଡ଼େ। ଉପର ଅଂଶରେ ଏହାର ନାମ କୁଶଭଦ୍ରା।]