ଲାଡ଼୍ କରିବା Lāṟḍ̠ kariba

  • ପ୍ରାଦେ (ସମ୍ବଲପୁର) କ୍ରି (ତୁଳ. ହି. ଲାଡ଼୍ କରନା) — ଗେହ୍ଲା କରିବା; ମୁହଁ ଦେବା — To treat with excessive fondness; to fondle excesively
  • ପ୍ରାଦେ (ସମ୍ବଲପୁର) କ୍ରି (ତୁଳ. ହି. ଲାଡ଼୍ କରନା) — [ଉ— କୁକୁର୍କେ ଲାଡ୍ କଲେ ମୁହେଁ ଚାଟ୍ସି । ଢଗ]