ଲାଡ଼ି ହେବା Laṟḍ̠i heba

  • ଦେ. କ୍ରି. (ସଂ. ଲାଡ଼୍ ଧାତୁ= କମ୍ପନ କରିବା) — ଅସ୍ଫାଳନ କରିବା — To boast; to brag
  • ଦେ. କ୍ରି. (ସଂ. ଲାଡ଼୍ ଧାତୁ= କମ୍ପନ କରିବା) — ମୁଖ, ଦେହ ଓ ହସ୍ତାଦିକୁ ଇତସ୍ତତଃ ସଞ୍ଚାଳନ ବା କମ୍ପନ କରି ଅସ୍ଫାଳନ ବା ଗର୍ବ ପ୍ରକାଶ ପୂର୍ବକ କଥା କହିବା; ହଲେଇ ହୋଇ କଥା କହିବା — To arrogantly or vehemently speak out by shaking or moving the head, the hands and the body