ଲାହିଆ ମାରିବା (ମାଛଙ୍କୁ)

  • ଦେ. ବି — ମାଛମାନେ ଏକପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମରିଯିବା।
  • ଦେ. ବି — [ଦ୍ର— ଏ ରୋଗ ଦ୍ୱାରା ମାଛମାନଙ୍କର ଲାହି ଫୁଲି ମାଛମାନେ କେତେ ସମୟ ଚିତି ହୋଇ ପହଁରି ମରିଯାଆନ୍ତି।]