ଲାହାରି Lāhāri

  • ପ୍ରାଦେ. (ବାଲେଶ୍ୱର) ବି. — ଜଉ ବା ଲାଖରେ ଶଙ୍ଖା ତିଆରି କଲାବାଲା — Maker of lac bangles
  • ପ୍ରାଦେ. (ବାଲେଶ୍ୱର) ବି. — ଶଙ୍ଖାରି ଜାତି — A caste which manufactures lac bangles