ଲାସ୍ଫୋଟନୀ Lāsphoṭanī
- ସଂ. ବି (ଲାସନ=ଗମନ+ଅସ୍ଫୋଟନ=ଭେଦନ, କରେ ଯେ; ନିପାତନ) — ଫୋଡ଼ଣୀ; ବେଧନୀ — Awl
- ସଂ. ବି (ଲାସନ=ଗମନ+ଅସ୍ଫୋଟନ=ଭେଦନ, କରେ ଯେ; ନିପାତନ) — ଛୁଞ୍ଚି; ଡାମ୍ଫଣ — Needle; a large needle
- ସଂ. ବି (ଲାସନ=ଗମନ+ଅସ୍ଫୋଟନ=ଭେଦନ, କରେ ଯେ; ନିପାତନ) — ବଢ଼େଇଙ୍କ ଭଅଁର; ଅଗର — 2. Gimlet; auger (M. W.)