ଲାଷ୍ଟ୍ Lāshṭ
- ବୈଦେ. ବିଣ. (ଇଂ. ଲାଷ୍ଟ୍) — ଶେଷ ସ୍ଥାନୀୟ; ନିମ୍ନତମ — Last; lowest
- ବୈଦେ. ବିଣ. (ଇଂ. ଲାଷ୍ଟ୍) — [ଦ୍ର—ଏହି 'ଲାଷ୍ଟ୍' ଶବ୍ଦ ସଙ୍ଗେ ଅନେକ ଇଂରାଜି ଓ ଦେଶୀୟ ଶବ୍ଦ ଯୁକ୍ତ ହୋଇ ଆମ ଭାଷାରେ ବ୍ଯବହୃତ ହୁଏ। ଯଥା—ଲାଷ୍ଟ୍ ପିଲା, ଲାଷ୍ଟ୍ କ୍ଲାସ୍, ଲାଷ୍ଟ୍ ଟିଚର୍ ଇତ୍ୟାଦି।]
- ବୈଦେ. ବି (ଇଂ.) ଲାଶ୍ 3 (ଦେଖ) — Laṡ 3 (See)