ଲାଶ୍ ମଇନା Lāṡ-maina
- ବୈଦେ. ବି. (କିଚିରିଆ ଭାଷା) (ତୁର୍କୀ. ଲାସ+ଆ ମାଆଏନାହ୍) — ଲାଶ୍ ତଦାରଖ — Inquest
- ବୈଦେ. ବି. (କିଚିରିଆ ଭାଷା) (ତୁର୍କୀ. ଲାସ+ଆ ମାଆଏନାହ୍) — ଡାକ୍ତରଙ୍କ ଦ୍ୱାରା ଶବଦେହର ପରୀକ୍ଷା — Medical examination of a dead body; postmortem examination
- ବୈଦେ. ବି. (କିଚିରିଆ ଭାଷା) (ତୁର୍କୀ. ଲାସ+ଆ ମାଆଏନାହ୍) — ଶବ ବ୍ଯବଚ୍ଛେଦ ପୂର୍ବକ ପରୀକ୍ଷା — Examination of a dead body after dissection