ଲାଶ୍ ବୋହିବା Lāṡ bohibā

  • ଦେ. କ୍ରି — (ନିଜର) ଗୋଟିଏ ପୃଥୁଳ ଶରୀର ଧାରଣ କରିବା — To move about with a fat body
  • ଦେ. କ୍ରି — ମୃତ ବ୍ଯକ୍ତିର ଶବକୁ ଯାନାଦିରେ ସ୍ଥାନାନ୍ତରକୁ ନେବା — To carry a corpse away from a place in a conveyance