ଲାଶ୍ ତଦାରଖ Lāṡ tadārakh

  • ବୈଦେ. ବି. (କଚିରିଆ ଭାଷା) (ତୁର୍କୀ. ଲାସ୍+ ଫା. ତଦାରୁକ୍) — ଶବଦେହ ପରୀକ୍ଷା 1. Inquest.
  • ବୈଦେ. ବି. (କଚିରିଆ ଭାଷା) (ତୁର୍କୀ. ଲାସ୍+ ଫା. ତଦାରୁକ୍) — ଶବ ଦେହର ଲକ୍ଷଣମାନ ପରୀକ୍ଷା କରିବା — Holding of an inquest