ଲାଶ୍ ଚାଲାଣି Lāṡ chālaṇi

  • ଦେ. ବି. (କଚିରିଆ ଶବ୍ଦ) (ତୁର୍କୀ. ଲାସ୍+ସଂ. ଚାଳନ) — ଅପରାଧଘଟିତ ଅପମୃତ୍ୟୁ ଦ୍ୱାରା ମୃତ ବ୍ଯକ୍ତିର ଶବ— ପରୀକ୍ଷାର୍ଥ ପୁଲିସ୍ ଦ୍ୱାରା ଉକ୍ତ ଶବ ଡାକ୍ତରଖାନାକୁ ପ୍ରେରଣ କରିବା — Sending up by the Police to a hospital for examination of the dead body of a person in respect whom an offence seems to have been committed